top of page
Jisuhe mo prabhu
ଯୀଶୁହେ ମୋ ପ୍ରଭୁ
କି ଦେଇ ଶୁଝିବି ତୁମ ପ୍ରେମ
ନାହିଁ ତାର ପ୍ରତିଦାନ ||
ଥିଲି ଦିନେ ଅନ୍ଧାରେ
ବୁଡି ପାପ ରୂପ ପଙ୍କରେ
ଉଠାଇଲ ମୋତେ ତବ ହସ୍ତେ
ସ୍ଥାପିଲ ପଦ ମୋ ଶଇଳେ ||
ଥିଲି ମରଣ ପଥେ
ଚାଲି ଶୟତାନ ଇଙ୍ଗିତେ
କଲ ସଂଜିବୀତ ପ୍ରେମେ ମୋତେ
ବସାଇଲ ସରଗ ଦେଶେ ||
bottom of page