top of page

Jisunko namo dukho kale

ଯୀଶୁଙ୍କ ନାମ ଦୁଃଖ କାଳେ

ସୁଖ ଦେଇପାରେ

ଯୀଶୁଙ୍କ ନାମ ଜୀବନରେ

ଶାନ୍ତି ଦେଇପାରେ ।।

 

।୧। ପାଳକ ସେ ଯେ ଆମରି ପାଇଁ

ଏଇ ଜଗତରେ

ଚଲାଇ ତାଙ୍କ ମୁକତି ପଥେ

ନେବେ ସରଗରେ

କେବଳ ତାଙ୍କ ନାମହିଁ ଆମ

କ୍ଲାନ୍ତି ନେଇପାରେ

ମଧୁର ତାଙ୍କ ପ୍ରେମହିଁ ସଦା

ମୁକ୍ତି ଦେଇପାରେ ।।

 

।9। ତାଙ୍କରି ରକ୍ତ ଆମରି ଯେତେ

ପାପ ଧୋଇପାରେ

ଉଠିଲେ ଝଡ଼ ଜୀବନ ତୀରେ

ଶାନ୍ତ କରିପାରେ

ତାଙ୍କରି ନାମେ ବିଶ୍ବାସୀ ସଦା

ଦୁଃଖେ ହସିପାରେ

କେବଳ ସେହି ଯୀଶଙ୍କ ନାମ

କ୍ଷମା ଦେଇପାରେ ।।

Jisunko namo dukho kale

Sukho dei pare

Jisunko namo jibonore

Shanti deipare

 

1. Palak se je amari paai
Ei jagatare
Cholai tanka mukoti pothe
Nebe saragare
Kebala tanka namahi ama
Klanti neipare
Madhura tanka prema hi sada
Mukti deipare.

2. Tankari rakta amari jete
Papa dhoipare
Uthile jhada jivana tire
Shanto karipare
Tankari name vishwasi sada
Dukhe hasipare
Kebala sei jishuṅka namo
Kshyama deipare.

bottom of page