top of page

Kede utamo Sri jisu moro
।ଠା କେଡ଼େ ଉତ୍ତମ ଶ୍ରୀ ଯୀଶୁ ମୋର
ଚଲାପଥେ ସେ ବନ୍ଧୁମୋର
ସେବିବି ଭଜିବି ମୁଁ ରହି ତାଙ୍କ ପାଶେ
ଏ ଜୀବନ ପଥେ ମୋର
ଆସିଲେ ବିପଦ ନହେବି ମୁଁ ଭୀତ
ଯୀଶୁଙ୍କୁ କରି ଆଶ୍ରୟ ॥
।୧। ଧରିନେବେ ସେ ହାତ ମୋର
ପୋଛିଦେବେ ସେ ଲୁହ ମୋର
ଜୀବନ ପଥରେ ଅନ୍ଧାର ଘେରିଲେ
ଯୀଶୁ ହେବେ ମୋ ସହାୟ ।।
।୨। ଆହ୍ବାନ କରତା ସେ ମୋର
ସଦା ବିଶ୍ବସ୍ତ ବନ୍ଧୁ ଚିର
ସଂକୀର୍ଣ୍ଣ ଦୁର୍ଗମ ଚଲାପଥେ ମୋର
ଯୀଶୁ ହେବେ ମୋ ସହାୟ ।
।୩। ଛାଡ଼ିବି ମୁଁ ଏ'ଭବ ସୁଖ
ତାଙ୍କ ପ୍ରେମେ ହୋଇ ଚାଳିତ
ସହି ନିନ୍ଦା ଦୁଃଖ ଯାତ୍ରାପଥେ ମୋର
ଯାଶୁଙ୍କୁ କରି ଆଶ୍ରୟ ॥
bottom of page