top of page

Krutagya re bhakti bhore
କୃତଜ୍ଞରେ ଭକ୍ତିଭରେ
ନମେ ପ୍ରଭୁ ତୁମ ପୟରେ
କୃତଜ୍ଞରେ, କୃତଜ୍ଞରେ
ମଙ୍ଗଳଦାନ ସୁମରେ
ମୋ ଦୀନତାରେ ସଂଖଳିଲୋ
ମୋ ଉଦ୍ଧାର ପାଇଁ ଦିନ ହେଲ
ମୁଁ ଛାର ଦିନକୁ ପ୍ରଭୁ
ସ୍ୱର୍ଗୀୟ ସନ୍ତାନ କଲ
ହେଜୁଥିଲେ ଚିରକାଳ ଯାଏ
ଅସରନ୍ତି ମଙ୍ଗଳ ଦାନରେ
ପ୍ରଭୁ ହେ ଭାରିଦେଲ
ପଥ କଢାଇ ଆଣିଲ
ଜୀବନ ଦେଇ ମୋତେ
ତାରିଛ ଯୀଶୁ
ଜୀବିତ ମୋ ଲାଗି
ସରଗେ ପ୍ରଭୁ
ଜୀବନ ଯାତ୍ରାରେ ମୋର
ତୁମେ ମୋ ଲାଗି ପ୍ରଚୁର
Kritagyare bhaktibhare
Name Prabhu tuma payare
Kritagyare, kritagyare
mangaladaan sumare
Mo deenatare sankhalilo
Mo uddhar pain dino hela
Mu chhara dinaku Prabhu
swargiya santan kala
Hejuthile chirakala yae
Asaranti mangal daanare
Prabhu he bharidela
patha kadhai anila
Jibana dei mote taricha Jishu
Jibita mo lagi sarge Prabhu
Jibana yatrare mora
Tume mo lagi prachura
bottom of page