
Mahima urdhwore mahima
1. ମହିମା ଉର୍ଦ୍ଧ୍ଵରେ ମହିମା !
ହେଉ ସଦା ପ୍ରଭୁ ଯୀଶୁଙ୍କ ମହିମା
ରାଜତ୍ଵ ଆଉ କର୍ତ୍ତାପଣ ସଦା ତାଙ୍କ
କର ତାଙ୍କ ଆରାଧନା
ଉଠାଅ ଯୀଶୁନାମ ପ୍ରଶଂସାରେ
ନମଃ ସେ ପ୍ରଭୁଙ୍କର ପାଦପୀଠ
ବନ୍ଦନା ଯୀଶୁଙ୍କ ବନ୍ଦନା
ଭକ୍ତିଭରେ କର ତାଙ୍କର ବନ୍ଦନା ।
2. ମହିମା ଉର୍ଦ୍ଧ୍ଵରେ ମହିମା !
ହେଉ ସଦା ସଦା ପ୍ରଭୁ ଯୀଶୁଙ୍କ ମହିମା
କୃଶରେ ହୋଇ ବଳିଦାନ
ପ୍ରେମେ ଦେଲେ ଆମକୁ ସେ ପାପକ୍ଷମା
ଆନନ୍ଦେ ଗାଅ ସଦା ଯୀଶୁ ନାମ
ସେ ଦେଲେ ତାଙ୍କ ମହା ପରିତ୍ରଣ
ମହିମା ପ୍ରଭୁଙ୍କ ମହିମା
ମୃତ୍ୟୁଞ୍ଜୟୀ ! କର ତାଙ୍କ ଆରଧାନା ॥
1. Mahima urd'dhvare mahima!
he'u sada prabhu jisunka mahima
rajatwa a'u karttapana sada tanka
kara tanka aradhana
utha'a jisunama prasansare
namah se prabhunkara padapitha
bandana jisunka bandana
bhaktibhare kara tankara bandana.
2. mahima urd'dhvare mahima!
he'u sada sada prabhu jisunka mahima
krusare ho'i balidana
preme dele amaku se papaksama
anande ga'a sada jisu nama
se dele tanka maha paritrana
mahima prabhunka mahima
mrutyunjayi! kara tanka aradhana.