top of page

Mote bholo Lage jisu namo

ମୋତେ ଭଲ ଲାଗେ ଯୀଶୁନାମ,

ସେ ମଧୁର ନାମ ସେହି ସୁଧା ନାମ

ଜଗତରେ ଯୀଶୁ ନାମ

ସବୁ ନାମ ଠାରୁ ଅନୁପମ ॥

।୧। ସେ ନାମରେ ଶାନ୍ତି ସେ ନାମେ ମୁକତି

ଅତୁଳ ସେ ନାମ ଅମର ସେ ନାମ

ସେଥିପାଇଁ ଭଲ ଲାଗେ

ସବୁ ନାମ ଠାରୁ ଯୀଶୁନାମ ॥

।9। ସେହି ନାମ ଜପି ବିତୁ ଦିନରାତି
ବିନା ସେହି ନାମ ବୃଥା ଏ ଜୀବନ
ଦୀନ ହୀନ ପାପୀ ପାଇଁ
ଯୀଶୁ ନାମେ ଅଛି ପରିତ୍ରାଣ ।

Mothe bhala laage Jisu Naam,
Se madhura naam sehi sudha naam,
Jagatare Jisu Naam,
Sabu Naam thaaru anupama.

Se Naamare shaanti, se Naame mukati,
Atula se Naam, amara se Naam,
Sethipaaini bhala laage,
Sabu Naam thaaru Jisu Naam.

Sehi Naam japi bitu dinaraati,
Bina sehi Naam bhrutha e jeevana,
Deena heena paapi paaini,
Jisu Naame achhi paritraana.

bottom of page