top of page

Mrutyunjayi juge juge tumo namo

​

ମୃତ୍ୟୁଞ୍ଜୟୀ ଯୁଗେ ଯୁଗେ

ତୁମନାମ ହୋଇବ ମହାନ

ତ୍ରିଭୁବନେ ନାହିଁ କେହି ତୁମରି ସମାନ

 

ଜୟ ଈଶ ନନ୍ଦନ କରୁ ତୁମ ବନ୍ଦନ

ତୁମ ନାମେ କରୁ ଜୟକାର

ମରଣ ବିଜୟୀ ତୁମେ ପତିତର ପାବନ

ହେଉ ତୁମ ଜୟ ଜୟକାର ॥

 

ସରଗ ଭୂବନ ତେଜିଲ

ନର ରୂପ ଧରି ତୁମେ ଜନମ ନେଲ

ପାପୀ ମୁକ୍ତି ପାଇଁ ପରାଣ ଦେଲ ।।

 

ତୁମେ ମୁକ୍ତିଦାତା ରାଜନ

ତୁମେ ପଥ , ତୁମେ ସତ୍ୟ , ତୁମେ ହିଁ ଜୀବନ

ଢାଳି କ୍ରୁଶ ପରେ ରକତ ତୁମ

ସାଧିଲ ପ୍ରେମରେ ମହା ପରିତ୍ରାଣ ।।

bottom of page