top of page

Mrutyunjayi juge juge tumo namo
ମୃତ୍ୟୁଞ୍ଜୟୀ ଯୁଗେ ଯୁଗେ
ତୁମନାମ ହୋଇବ ମହାନ
ତ୍ରିଭୁବନେ ନାହିଁ କେହି ତୁମରି ସମାନ
ଜୟ ଈଶ ନନ୍ଦନ କରୁ ତୁମ ବନ୍ଦନ
ତୁମ ନାମେ କରୁ ଜୟକାର
ମରଣ ବିଜୟୀ ତୁମେ ପତିତର ପାବନ
ହେଉ ତୁମ ଜୟ ଜୟକାର ॥
ସରଗ ଭୂବନ ତେଜିଲ
ନର ରୂପ ଧରି ତୁମେ ଜନମ ନେଲ
ପାପୀ ମୁକ୍ତି ପାଇଁ ପରାଣ ଦେଲ ।।
ତୁମେ ମୁକ୍ତିଦାତା ରାଜନ
ତୁମେ ପଥ , ତୁମେ ସତ୍ୟ , ତୁମେ ହିଁ ଜୀବନ
ଢାଳି କ୍ରୁଶ ପରେ ରକତ ତୁମ
ସାଧିଲ ପ୍ରେମରେ ମହା ପରିତ୍ରାଣ ।।
bottom of page