top of page

Mukharita he'u ame paribare

ମୁଖରିତ ହେଉ ଆମେ ପରିବାରେ

ପ୍ରଭୁ ଯୀଶୁଙ୍କ ନାମ॥


ସେ ତ୍ରାଣକାରୀ ସଭିଙ୍କର ଜୀବନ ଆକାର

ବନ୍ଧା ଆମେ ତାଙ୍କ ପ୍ରେମରେ ସେ ବନ୍ଧୁ ଅତି ଜୀଜର

ସୁଖ ଅବା ଦୁଃଖରେ ମୃତ୍ୟୁ କି ଶୋକରେ ଗାଇବୁ ତାଙ୍କ ନାମ ( 2ଥର ) ॥


ସେବା ଆରାଧନା ପ୍ରାର୍ଥନାରେ ଗଢିବୁ ଜୀବନ

ପ୍ରଭୁଙ୍କ ଶାନ୍ତି ପ୍ରେମ ଆନନ୍ଦରେ ବଢିବୁ ଦିନ ଦିନ

ଜୀବନର ଶେଷରେ ଆମେ ପରିବାରରେ ଲଭିବୁ ଶାନ୍ତି ଧାମ ( 2ଥର ) ॥

Mukharita he'u ame paribare

prabhu yisunka nama.

 

se tranakari sabhinkara jibana akara

bandha ame tanka premare se

bandhu ati nijara

Sukha aba duhkhare mrutyu ki sokare

ga'ibu tanka nama (2 thara).

 

seba aradhana prarthanare gadhibu jibana

prabhunka santi prema anandare

badhibu dina dina

jibonora sesare ame paribarare

labhibu santi dhama (2 thara).

bottom of page