top of page

Niramala debata

ନିରମଳ ( 3 ଥର) ଦେବତା 

ସୁର ନର ପ୍ରଶଂସିତ ସୃଷ୍ଟି କରତ।

ସୁର ନର ପ୍ରଶଂସିତ ( ୩ଥର ) 

ସୃଷ୍ଟି କରତ || 


ଶକ୍ତିମୟ ବିଶ୍ବପିତା ଜ୍ଞାନାଞ୍ଜନ ପ୍ରଦାତା 

ବଳବୁଦ୍ଧି ବିଶାରଦ ନ୍ୟାୟ ପ୍ରଣେତ || 


ପ୍ରେମମୟ ଅବତାର ଅଦ୍ବିତୀୟ କୁମର 

କରୁଣାକ୍ଷୀର ସାଗର ବିଶ୍ବ ନିୟନ୍ତା || 


କୃପାମୟ ' ଯୁବାମେଷ ' କୁଶାପିତ ନରେଶ 

ପତିତ ଜନବାନ୍ଧବ ପାପ ହରତା || 


ଜ୍ୟୋତିର୍ମୟ ପବିତ୍ରାତ୍ମା ସାରତତ୍ତ୍ଵ ବୋଧାତ୍ମା 

ଅନୁପମ ବରଦାତା ନୀତି ବିଧାତା |

bottom of page