
Parbata gana prati mu chahibi
ପର୍ବତଗଣ ପ୍ରତି ମୁଁ ଚାହିଁବି
କେଉଁଠାରୁ ଆସିବ ମୋ ସାହାଯ୍ୟ
ଆକାଶ ଓ ପୃଥିବୀର ନିର୍ମାଣକାରୀ
ସେହି ସଦାପ୍ରଭୁ ମୋର ସାହାଯ୍ୟକାରୀ
ତାଙ୍କଠୁ ଲଭିବି ସାହାଯ୍ୟ
ବିଚଳିତ ହେବ ନାହିଁ ଚରଣ ତୋର
ଘୁମାଇବେ ନାହିଁ ପ୍ରଭୁ ରକ୍ଷକ ତୋର
ସେ ଘୁମାଇବେ ନାହିଁ
ସେ ନିଦ୍ରା ଯିବେ ନାହିଁ
ସଦାପ୍ରଭୁ ଇସ୍ରାଏଲ ରକ୍ଷକ
ତାଙ୍କଠୁ ଲଭିବି ସାହାଯ୍ୟ
ଦକ୍ଷିଣ ପାର୍ଶ୍ଵର ଛାୟ। ପ୍ରଭୁ ଯେ ତୋର
ସୂର୍ଯ୍ୟ ଚନ୍ଦ୍ର କରିବେନି କ୍ଷତି ତୋହର
ସେ ବିପଦୁ ରଖିବେ
ସେ ରକ୍ଷ। ଯେ କରିବେ
ବାହାରେ ଭିତରେ ପ୍ରଭୁ ରକ୍ଷକ
ତାଙ୍କଠୁ ଲଭିବି ସାହାଯ୍ୟ
Parbatagana prati mu chahibi
ke'utharu asiba mo sahajya
akasa o pruthibira nirmanakari
sehi sadaprabhu mora sahajyakari
tankathu lobhibi sahajya
bichalita heba nahi charana tora
ghuma'ibe nahi prabhu rakhyaka tora
se ghuma'ibe nahi
se nidra jibe nahi
sadaprabhu isra'ela rakhyaka
tankathu labhibi sahajya
dakhina parswara chaya prabhu je tora
surjya chandra karibeni khyati tohara
se bipadu rakhibe
se rakhya je karibe
bahare bhitare prabhu rakhyaka
tankathu labhibi sahajya