top of page

Pathiko tu nohun ekaki

ପଥିକ ତୁ ନୋହୁଁ ଏକାକୀ,

ସେ ଅଛନ୍ତି ସଦା ତୋ ସାଥିରେ
ଆଉ ମନରେ ଚିନ୍ତା କାହିଁକି

ସେ ଅଛନ୍ତି ସଦା ତୋ ସାଥିରେ ।

।୧। ଘେରି ଆସେ ଯେବେ ଦୁଃଖଝଡ଼
ନାବ ତୋର ହୁଏ ଟଳମଳ

ସେ ସମୟେ ଯୀଶୁ ହେବେ ସାଥୀ

କରିଦେବେ ନାବ ତୋର ପାରି

ଆଉ ନ ରହୁ ମନେ ଭାବନା

ସେ ଅଛନ୍ତି ସଦା ତୋ ସାଥିରେ ॥

।9। ଦେଖି ପାରୁନା ତେବେ ତୁ ତାଙ୍କୁ

ଧରିଛନ୍ତି ସେ ପ୍ରେମେ ତୋ ବାହୁ

କେବେ ନିରାଶେ ଛାଡ଼ି ନ ଦେବେ

ଚଲାପଥେ ସେ ସହାୟ ହେବେ

ତାଙ୍କ ଆଶିଷର ସଜ ଫୁଲ

ଫୁଟିଉଠୁ ତୋ ଯାତ୍ରା ପଥରେ ।।

"Pathika tu nohuṁ ēkākī,
sē achanti sadā tō sāthirē
ā'u manarē chin'tā kāhiṅki
sē achanti sadā tō sāthirē.

Ghēri āsē jēbē duḥkhajaṛ̣ḍa
nāba tōra huē ṭaḷamaḷa
sē samayē jīśu hēbē sāthī
karidēbē nāba tōra pāri
ā'u na rahu manē bhābanā
sē achanti sadā tō sāthirē.

Dēkhi pāruṇā tēbē tu tāṅku
dharichanti sē prēmē tō bāhu
kēbē nirāśē chhāḍi na dēbē
chalāpathē sē sahāya hēbē
tāṅka āśisara saja phula
phuṭi'uṭhu tō yātrā patharē

bottom of page