top of page

Prabhu jisu tume srusti korota

ପ୍ରଭୁଯୀଶୁ ତୁମେ ସୃଷ୍ଟି କରତା

ପ୍ରଭୁଯୀଶୁ ତୁମେ ଆରୋଗ୍ୟଦାତା

ପ୍ରେମର ତୁମେ ଦୟ। ସାଗର


ସାରା ଜଗତରେ ପ୍ରଭୁ ତୂମରି ରାଜ୍ୟ ଆସୁ

ସାରା ଜଗତରେ ପ୍ରଭୁ ଜୟ ତୁମ ହେଉ

ଜୀବିତ ଇଶ୍ଵର ଦୟ।ସାଗର


ମୋ ପ୍ରଭୁଯୀଶୁ ସତ୍ୟ ସନାତନ

ରାଜାମାନଙ୍କର ରାଜା ସେ ଯେ ରାଜନ

ହୃଦୟର ତୁମେ ଦୟ।ସାଗର


ତୁମରି ଚରଣେ ସେବା କରିବୁ ଯେଉଁଦିନ

ଦୟ।କର ଯୀଶୁରାଜା ଦିଅ ଦରଶନ

ପ୍ରେମିକ ଇଶ୍ଵର ଦୟ।ସାଗର

prabhujisu tume srusti karata

prabhujisu tume arogyadata

premara tume daya sagara

 

sara jagatare prabhu tumari rajya

asu sara jagatare prabhu jaya tuma he'u

jibita iswara dayasagara

 

mo prabhujisu satya sanatana

rajamanankara raja se je rajana

hrudayara tume daya.sagara

 

tumari charane seba karibu je'udina

dayakara jisuraja di'a darasana

premika iswara daya.sagara

bottom of page