top of page

Prarthana amo pode

ପ୍ରାର୍ଥନା ଆମ ପଦେ ତୁମ ଏହି ଜଗତରେ

ତୁମରି ରାଜ୍ୟ ଆସୁ


କହିଗଲ ତୁମେ ସାକ୍ଷୀ ହେବ

ଘେନି ମୋର ନାମ

ଦେଖ ଏ ଯୁଗର ଶେଷ ଯାଏଁ

ଅଛି ମୁଁ ସାଥେ ତୁମ

ସ୍ମରଣ କରି ସେ ଶପଥ

କରୁ ନିବେଦନ

ତୁମରି ରାଜ୍ୟ ଆସୁ


ତୁମ ରାଜ୍ୟ ଆଉ ଧାର୍ମିକତା

କରିବୁ ଅନ୍ୱେଷଣ

ତୁମରି ସେବାରେ ଏ ଜୀବନ

କରିବୁ ସମର୍ପଣ

ଶିଖାଇଲ ଯେଉଁ ପ୍ରାର୍ଥନା

କରୁ ନିବେଦନ

ତୁମରି ରାଜ୍ୟ ଆସୁ

prarthana ama pade tuma ehi jagatare 

tumari rajya asu


kahigala tume sakhi heba 

gheni mora nama 

dekha a jugara shesha jae 

achi mu sathe tuma 

smarana kari se shapatha 

karu nibedana 

tumari rajya asu


tuma rajya au dharmikata 

karibu anweshana 

tumari sebare a jibana 

karibu samarpana 

shikhaila jeun prarthana 

karu nibedana 

tumari rajya asu

bottom of page