top of page

Prasansa gauraba mahima heu
ପ୍ରଶଂସା ଗୌରବ ମହିମା ହେଉ ତୁମର
ଯିହୋବା ନିଶି ଯିହୋବା ଯିରି
ପିତା ଈଶ୍ବର
ଆଲଫା ଓମେଗା ପ୍ରଭୁ ଆମର
ଯିହୋବା ରାଫା ପ୍ରଭୁ
ଆମର ଆଦି ଅନ୍ତ ସୃଷ୍ଟିର -0
ତୁମ ମଙ୍ଗଳ ଦାନ ଜଗତ ଆତ୍ସା ଜୀବନ
ତୁମ ମଙ୍ଗଳ ଦାନ ଜ୍ଞାନ ଯୌବନ ଧନ
ଅନୁଗ୍ରହ ଦାନ ଅନନ୍ତ ଜୀବନ
ଆଶୀଷ ଦାନ ମହାନ ପ୍ରେମ
ଯୁଗେ ଯୁଗେ ତୁମର -୧
ତୁମ ମହାନ ଦାନ ମଶୀହ ଇଶ ନନ୍ଦନ
ତୁମ ମହାନ ଦାନ ଅମୂଲ୍ୟ ପରିତ୍ରାଣ
ଅନୁଗ୍ରହ ଦାନ ଅନନ୍ତ ଜୀବନ
ଆଶୀଷ ଦାନ ମହାନ ପ୍ରେମ
ଯୁଗେ ଯୁଗେ ତୁମର -୨
bottom of page