top of page

Pratipalaka se ehi jibanara
ପ୍ରତିପାଳକ ସେ ଏହି ଜୀବନର
ସଦା ପାଶେଥାନ୍ତି, ଯୀଶୁରାଜା ମୋର
ଦୁଃଖରେ ବି, ଝଡରେ ବି - 2 ଥର
ଭୟ ନାହି ମୋର
ମାଗିବା ଆଗରୁ ସିଏ ଯାଚି ମୋତେ ଦିଅନ୍ତି
କହିବା ଆଗରୁ ମନ କଥା ଜାଣନ୍ତି
ଭିଜିଗଲେ ମୋର ଦୁଃଖେ ଦୁଇ ଆଖି
ଲୁହ ପୋଛି ଦିଅନ୍ତି
ପ୍ରତିପାଳକ . . .
ନିରାଶ ଅନ୍ତରେ ସିଏ ଆଶା ଭରି ଦିଅନ୍ତି
ଝୁଣ୍ଟି ମୁଁ ପଡିଲେ, ତୋଳି ମୋତେ ନିଅନ୍ତି
ହଜିଯାଏ ଯେବେ ପାପ ଦୁନିଆରେ
ଖୋଜି ମୋତେ ନିଅନ୍ତି
ପ୍ରତିପାଳକ . . .
Pratipalaka se ehi jibanara
sada pasethanti, jisuraja mora
duhkhare bi, jhadare bi - 2 times
bhaya nahi mora
magiba agaru si'e jachi mote di'anti
kahiba agaru mana katha jananti
bhijigale mora duhkhe du'i akhi
luha pochi di'anti
pratipalaka. . .
nirasa ontore si'e hasa bhari di'anti
jhunti mu padile, toli mote ni'anti
hajija'e jebe papa duni'are
khoji mote ni'anti
pratipalaka. . .
bottom of page