top of page

Sadaprabhunkara dhanyabad

ସଦାପ୍ରଭୁଙ୍କର ଧନ୍ୟବାଦ କର

କାରଣ ସେ ମଙ୍ଗଳମୟ

ତାହାଙ୍କ ଦୟା ଅନନ୍ତସ୍ଥାୟୀ

ତାଙ୍କ ଧନ୍ୟବାଦ କର

 

ରାଜାଙ୍କର ରାଜା ଯୀଶୁରାଜା

ଜଗତର ମହାରାଜା

ହାଲେଲ୍ଲୁୟା ହାଲେଲ୍ଲୁୟା

ତାଙ୍କ ଧନ୍ୟବାଦ କର

ଦେବମାନଙ୍କର ଦେବଙ୍କର

ଧନ୍ୟବାଦ କର

ତାହାଙ୍କ ଦୟା ଅନନ୍ତସ୍ଥାୟୀ

ତାଙ୍କ ଧନ୍ୟବାଦ କର

 

ରାଜାଙ୍କର ରାଜା ଯୀଶୁରାଜା

ଜଗତର ମହାରାଜା

ହାଲେଲ୍ଲୁୟା ହାଲେଲ୍ଲୁୟା

ତାଙ୍କ ଧନ୍ୟବାଦ କର


ଯେ ବୁଦ୍ଧିରେ ଆକାଶ ନିର୍ମାଣ କଲେ

ଧନ୍ୟବାଦ କର

ତାହାଙ୍କ ଦୟା ଅନନ୍ତସ୍ଥାୟୀ

ତାଙ୍କ ଧନ୍ୟବାଦ କର


ରାଜାଙ୍କର ରାଜା ଯୀଶୁରାଜା

ଜଗତର ମହାରାଜା

ହାଲେଲ୍ଲୁୟା ହାଲେଲ୍ଲୁୟା

ତାଙ୍କ ଧନ୍ୟବାଦ କର


ଆହାର ଦିଅନ୍ତି ଯେ ସବୁ ପ୍ରାଣଙ୍କି

ଧନ୍ୟବାଦ କର

ତାହାଙ୍କ ଦୟା ଅନନ୍ତସ୍ଥାୟୀ

ତାଙ୍କ ଧନ୍ୟବାଦ କର


ରାଜାଙ୍କର ରାଜା ଯୀଶୁରାଜା

ଜଗତର ମହାରାଜା

ହାଲେଲ୍ଲୁୟା ହାଲେଲ୍ଲୁୟା

ତାଙ୍କ ଧନ୍ୟବାଦ କର


ସ୍ବର୍ଗପିତାଙ୍କର ଧନ୍ୟବାଦ କର

କାରଣ ସେ ମଙ୍ଗଳମୟ

ତାହାଙ୍କ ଦୟା ଅନନ୍ତସ୍ଥାୟୀ

ତାଙ୍କ ଧନ୍ୟବାଦ କର


ରାଜାଙ୍କର ରାଜା ଯୀଶୁରାଜା

ଜଗତର ମହାରାଜା

ହାଲେଲ୍ଲୁୟା ହାଲେଲ୍ଲୁୟା

ତାଙ୍କ ଧନ୍ୟବାଦ କର

Sadaprabhunkara dhanyabada kara

karana se mangalamaya

tahanka daya anantasthayi

tanka dhanyabada kara


rajankara raja jisuraja

jagatara maharaja

halelluya halelluya

tanka dhanyabada kara


debamanankara debankara

dhanyabada kara

tahanka daya anantasthayi

tanka dhanyabada kara


rajankara raja jisuraja

jagatara maharaja

halelluya halelluya

tanka dhanyabada kara


Je buddhire akasa nirmana kale

dhanyabada kara

tahanka daya anantasthayi

tanka dhanyabada kara


rajankara raja jisuraja

jagatara maharaja

halelluya halelluya

tanka dhanyabada kara


ahara di'anti je sabu prananki

dhanyabada kara

tahanka daya anantasthayi

tanka dhanyabada kara


rajankara raja jisuraja

jagatara maharaja

halelluya halelluya

tanka dhanyabada kara


swargapitankara dhanyabada kara

karana se mangalamaya

tahanka daya anantasthayi

tanka dhanyabada kara


rajankara raja jisuraja

jagatara maharaja

halelluya halelluya

tanka dhanyabada kara

bottom of page