
Samarpibi jisu pade
ସମର୍ପିବି ଯୀଶୁ ପାଦେ
ଯାହା ଅଛି ମୋହର
କରିବି ମୁଁ ପ୍ରେମ ତାଙ୍କୁ
ଶକ୍ତି ଦେଇ ମୋହର
ସବୁ ମୁଁ ଦେବି ସମର୍ପି ଦେବି
ପ୍ରିୟ ଯୀଶୁ ପାଦେ
ତୁମକୁ ସମର୍ପି ଦେବି
ସବୁ ଦେବି ଯୀଶୁ ପାଦେ
ନତ ହେବି ଚରଣେ
ଲୋଡା ନାହିଁ ପୃଥିବୀର
ସୁଖ ଯେତେ ଜୀବନେ
ସବୁ ଦେବି ତୁମ ପାଦେ
କର ଯୀଶୁ ତୁମର
ତବ ପୁଣ୍ୟ ଜ୍ଞାନ ଦାନେ
ହୁଅ ତୁମେ ମୋହର
ସବୁ ଦେବି ତୁମ ପାଦେ
ଦେବି ମୋର ସର୍ବସ୍ତ୍ର
ରହି ପ୍ରାଣ ପ୍ରେମେ ତୁମ
ଢାଳି ଦିଅ ସର୍ବସ୍ଵ
ସବୁ ଦେବି ଯୀଶୁ ପାଦେ
ଘେନି ପୁଣ୍ୟ ଆଲୋକ
ପରିତ୍ରାଣ ଆନନ୍ଦରେ
ଗାଇବି ଜୟ ଗୀତ
samarpibi jisu pade
jaha achi mohara
karibi mu prema tanku
sakti de'i mohara
sabu mum debi samarpi debi
priya jisu pade
tumaku samarpi debi
sabu debi jisu pade
nata hebi charane
loda nahi pruthibira
sukha jete jibane
sabu debi tuma pade
kara jisu tumara
taba punya gyana dane
hu'a tume mohara
sabu debi tuma pade
debi mora sarbastra
rahi prana preme tuma
dhali di'a sarbasva
sabu debi jisu pade
gheni punya aloka
paritrana anandare
ga'ibi jaya gita