top of page

Sarago asone je birajito
1. ସରଗ ଆସନେ ଯେ ବିରାଜିତ
ପାଇବାକୁ ଆମ ଆରାଧନା
ତୋଳି ଭକତି ସୁମନ ପୟରେ
ଅରପୁଛୁ ପ୍ରଶଂସା ଗାନର ସ୍ଵରେ ॥
0. ପ୍ରଭୁ ତୁମେ ଯୋଗ୍ୟ, ଯୀଶୁ ତୁମେ ଯୋଗ୍ୟ
ପ୍ରଭୁ ତୁମେ ଯୋଗ୍ୟ ଆରାଧନାର
ହାଲ୍ଲିଲୁୟ। ଆଲ୍ଲିଲୁୟ। ମହିମା
ତୁମେ ହିଁ ଯୋଗ୍ୟ ଆରାଧାନାର ॥
2. ଦେବା ପ୍ରତିଜ୍ଞାତ ଈଶ ନନ୍ଦନ
ଦୂତଙ୍କଠୁ ହେତୁ ତୁମେ ନ୍ୟୁନ
କୁମାରୀ ଗରଭୁ ନେଇ ଜନମ
ଶୟତାନ ମସ୍ତକ କଲ ଚୂର୍ଣ୍ଣ ॥
3. ସ୍ଵସୃଷ୍ଟ ନର ହାତେ ସମର୍ପିତ
ହେଲୁ କୃଶେ ସସ୍ତପାଦ ବିଦ୍ଧ
ଘୃଣିତ ମାନବ ଈଶ ପରିତ୍ୟକ୍ତ
4. ବିଜୟୀ ହେଲ ମୃତ୍ୟୁଶକ୍ତି ପରେ
ତିନିଦିନ ଉଠିଲ କବରରୁ
ଗୌରବ ସମ୍ଭ୍ରମ ପୂଜା ଶକତି
ଯୁଗେ ଯୁଗେ ସଦାତୁମ ଆମେନ୍ ଆମେନ୍ ॥
bottom of page