top of page

Sri jisu he taba punya nama
0. ଶ୍ରୀ ଯୀଶୁ ହେ ତବ ପୁଣ୍ୟ ନାମ
ଆହା କି ମଧୁର ଲାଗେ ମୋତେ
1. ସସାଗର ଧାରା ତ୍ରୀଭୁବନା ସାରା
ସେବିତ ପୂଜିତ ନାମ ଅଟେ
ଦୂତଗନେ ଝଙ୍କାରିତ ନାମ ଅଟେ
2. ପାପରେ ପତିତ ପାପୀ ତରିବାକୁ
ପରିତ୍ରାଣକାରୀ ନାମ ଅଟେ
ପାପ ଦୋଷ କ୍ଷମାକାରୀ ନାମ ଅଟେ ॥
3. ଭକ୍ତଜନ ସଦା ସ୍ତୁତି ଧନ୍ୟବାଦେ
ରଟନ୍ତି ଯେ’ ନାମ ସଦା ହୃଦେ
ଚିରଶାନ୍ତି ପ୍ରଦାୟକ ନାମ ଅଟେ ॥
4. ସଂକଟେ ଆକଟେ ପରୀକ୍ଷା ନିକଟେ
ସାନ୍ତ୍ଵନା ଦାୟକ ନାମ ଅଟେ
ଭୟ ଦ୍ଵେଷ ପରିହାରି ନାମ ଅଟେ ॥
0) Sri jisu he taba punya nama
aha ki madhura lage mote
1) sasagara dhara tribhubana sara
sebita pujita nama ate
dutagane jhankarita nama ate
2) papare patita papi taribaku
paritranakari nama ate
papa dosa ksamakari nama ate.
3) bhaktajana sada stuti dhanyabade
rachanti je 'nama sada hruda
chirasanti pradayaka nama ate.
4) sankate akate pariksa nikate
santvana dayaka nama ate
bhaya dwesa parihari nama ate.
bottom of page