top of page

Stuti, bondana, puja, aradhona

ସ୍ତୁତି, ବନ୍ଦନା, ପୂଜା, ଆରାଧନା

ପାଇବାକୁ ଯୋଗ୍ୟ ତୁମେ

ହେ ଯୀଶୁ ଈଶ ଜୟ ଯୁବାମେଷ

ସଦାଜୟ ତୁମ ନାମ ॥


ତୁମେ ହେ ପ୍ରଭୁ ଅନାଦି ଅନନ୍ତ,

ସୃଷ୍ଟି କରତା ହେଲ ଦେହବନ୍ତ

ସରଗ ତେଜିଲ ଈମ୍ମାନୁୟେଲ

ଜନମିଲ ଧାରାଧାମେ ॥


ତୁମେ ହେ ପ୍ରଭୁ କଳୁଷହାରୀ

କୃଶୀୟ ଯାତନା ନେଲ ଅଙ୍ଗେ ବରି

ହେଲ ବଳିକୃତ କଲ ପ୍ରାୟଶ୍ଚିତ

ତୁମରି ମହାପ୍ରେମେ ॥


ତୁମେ ହେ ପ୍ରଭୁ ରାଜାଧିରାଜନ

ନିତ୍ୟ ଜୀବିତ ସର୍ବ ଶକ୍ତିମାନ

କରନ୍ତୁ ଗାୟନ ସର୍ବ ପ୍ରାଣୀଗଣ

ହାଲ୍ଲିଲୁୟ। ତୁମ ନାମ ॥

Stuti, bondana, puja, 

aradhona

pa'ibaku jogyo tume

he jisu iso joyo yubameso

sodajoyo tumo namo.


tume he probhu anadi anonto

srusti korota helo dehobonto

sorogo tejilo im'manuyelo

jonomilo dhoradhame

 

tume he prabhu kolusohari

krusiyo jatona nelo ange bori

helo bolikruto kolo 

prayoschita

tumori mohapreme.

 

tume he probhu rajadhirajono

nityo jibito sorbo soktimano

korontu gayono sorbo pranigono

halliluya tumo namo.

bottom of page