top of page

Suddho suddho suddho

୧)  ଶୁଦ୍ଧ ! ଶୁଦ୍ଧ ! ଶୁଦ୍ଧ ହେ ତ୍ରୀତ୍ତ୍ଵଇଶ !

      ପ୍ରତିପ୍ରାତେଃ ଉଠୁ ତବ ପ୍ରଶଂସା ଗୀତ

      ଶୁଦ୍ଧ ! ଶୁଦ୍ଧ ! ଶୁଦ୍ଧ ପ୍ରଭୁ ଦୟ।ମୟ !

      ସର୍ବଶକ୍ତିମାନ ! ତ୍ରୀଏକ ଈଶ ॥


୨)  ଶୁଦ୍ଧ ! ଶୁଦ୍ଧ ! ଶୁଦ୍ଧ ! ସାଧୁଙ୍କ ଆରାଧ୍ୟ

      କରିବୁ, ସରାଫ ସ୍ଵର୍ଗେ ଘଜନ୍ତି ଯା’ର

     ସ୍ତୁତି, ପ୍ରଶଂସାରେ ଗାଆନ୍ତି ସୁସ୍ଵରେ

     ଯେ ଥିଲେ, ଅଛନ୍ତି, ସଦା ରହିବେ ॥


୩)  ଶୁଦ୍ଧ ! ଶୁଦ୍ଧ ! ଶୁଦ୍ଧ ! ଜ୍ୟେ।ତିର୍ମୟ ଈଶ

      ପାପୀକୀ ଦେଖି ପାରଇ ତବ ଗୌରବ

      ତୁମ୍ଭେ ହିଁ ପବିତ୍ର, ତୁମ୍ଭେ ଅଦ୍ଵିତୀୟ

      ଶକ୍ତି ଓ ପ୍ରେମରେ ତୁମ୍ଭେ ସିଦ୍ଧି ॥


୪)  ଶୁଦ୍ଧ ! ଶୁଦ୍ଧ ! ଶୁଦ୍ଧ ! ଶକ୍ତିମାନ ଈଶ

      ତ୍ରୀଭୁବନେସୃଷ୍ଟି ତୁମ୍ବ ନାମ ଭଜିବି

      ଶୁଦ୍ଧ ! ଶୁଦ୍ଧ ! ଶୁଦ୍ଧ ! ପ୍ରଭୁ ଦୟ।ମୟ

      ସର୍ବଶକ୍ତିମାନ, ତ୍ରୀ ଏକ ଈଶ ॥

1) sud'dha sud'dha sud'dha he tritwa isa

pratiprateh uthu taba prasansa gita

sud'dha sud'dha sud'dha

prabhu dayamaya 

sarbasaktimana ! trieka isa.


2) sud'dha sud'dha sud'dha 

sadhunka aradhya

kirubu sarapha swarge bhajanti jara

stuti prasansare ga'anti susware

je thile achanti sada rahibe.

 

3) sud'dha sud'dha sud'dha

 jyotirmaya isa

papiki dekhi para'i taba gauraba

tumbhe hi pabitra tumbhe aditiya

sakti o premare tumbhe sid'dhi.


4) sud'dha sud'dha sud'dha

 saktimana isa

tribhubane srusti tumbha nama bhajibi

sud'dha sud'dha sud'dha

 prabhu dayamaya

sarbasaktimana tri eka isa.

bottom of page