top of page

Swarga jahara sinhasana

ସ୍ଵର୍ଗ ଯାହାର ସିଂହାସନ,

ପୃଥିବୀ ଯାହାର ପାଦପୀଠ

ମୁଁ ସେହି ପ୍ରିୟ ଯୀଶୁ ପଦତଳେ

ଭକତି ଅଞ୍ଜଳି ଢାଳେ ॥


ଯେ ନାମରେ ଅନ୍ଧ ଦେଖିଥିଲା

ସେ ନାମରେ ଛୋଟା ଚାଲିଥିଲା

ସେହି ନାମ ମୋର ଜୀବନ ସଙ୍ଗୀତ

ସେ ନାମେ ଶାନ୍ତି ମିଳେ ॥

 

ଯେ ନାମକୁ ମୃତ୍ୟୁ ଡରିଥିଲା

ପାପ ଅମାନିଶା ପାହିଗଲା

ପାଇଛି ସେନାମ ଦେଇ ମୋ ଜୀବନ

ତାଙ୍କରି ଚରଣ ତଳେ ॥

Swarga jahara sinhasana

pruthibi jahara padapitha

mu sehi priya jisu padatale

bhakati anjali dhale.

 

je namare andha dekhithila

se namare chota chalithila

sehi nama mora jibana sangita

se name santi mile.

 

je namaku mrutyu darithila

papa amanisa pahigala

pa'ichi senama de'i mo jibana

tankari charana tole.

bottom of page