top of page

Tuma bakya ate pradipa

ତୁମ ବାକ୍ୟ ଅଟେ ପ୍ରଦୀପ

ମୋ କ୍ଷୀଣ ଚରଣର

ଚଲାପଥେ ସେ ଆଲୋକ

ମୋ ସାରା ଜୀବନର


କର ମୋ ଚକ୍ଷୁ ପ୍ରସନ୍ନ

କରିବି ବ୍ୟବସ୍ଥା ଧ୍ୟାନ

ତବ ଶାସନ ଦୟାବାନ

ହେଉ ମୋ ଜୀବନେ ବର

 

ତୁମ ବାକ୍ୟ ଅଟେ ପ୍ରଦୀପ

ମୋ କ୍ଷୀଣ ଚରଣର


ତବ ବାକ୍ୟ ଅଟେ ସିଦ୍ଧ

ପରୀକ୍ଷୀତ ପୁଣି ନିତ୍ୟ

ସମ୍ପଦେ ଅବା ବିପଦେ

ହେଉ ସେ ମୋର ଆବର

 

ତୁମ ବାକ୍ୟ ଅଟେ ପ୍ରଦୀପ

ମୋ କ୍ଷୀଣ ଚରଣର


ଚିରସ୍ଥାୟୀ ସେ ବିଧାନ

ନୋହିବ କେବେ ଖଣ୍ଡନ

ସେ ଜୀବନ ଜଳାକାର

ହେଉ ଆତ୍ମାର ଆହାର


ତୁମ ବାକ୍ୟ ଅଟେ ପ୍ରଦୀପ

ମୋ କ୍ଷୀଣ ଚରଣର

Tuma bakya ate pradipa

mo khina charanara

chalapathe se aloka

mo sara jibanara


kara mo chakhyu prasanna

karibi byabastha dhyana

taba sasana dayabana

he'u mo jibane bara


Tuma bakya ate pradipa

mo khina charanara


taba bakya ate sid'dha

pariksita puni nitya

sampade aba bipade

he'u se mora abara


Tuma bakya ate pradipa

mo khina charanara


chirasthayi se bidhana

nohiba kebe khandana

se jibana jalakara

he'u atmara ahara


Tuma bakya ate pradipa

mo khina charanara

bottom of page