top of page

Tume mo asraya
ତୁମେ ମୋ ଆଶ୍ରୟ ମୋର ଦୃଢ ଦୁର୍ଗ
ଦୁର୍ଦ୍ଦଶା କାଳରେ ମୋ ସହାୟ
ପ୍ରଣମୁଛି ମୁଁ ତୁମ ପୟରେ
ଖୋଜୁଛି ମୁଁ ପୁର୍ଣ୍ଣ ଚିତ୍ତରେ
ତୁମ ସେବା କରିବି ମୋର ସବୁ କିଛିରେ
ମୁଁ ଏଠାରେ...ମୁଁ ଏଠାରେ ପ୍ରଭୁ (୪)-୦
ମୋ ତ୍ରାଣକରତା ମୋ ଆରୋଗ୍ୟ ଦାତା
ମୋ ଶକ୍ତି ଦାୟକ ମୋର ପ୍ରଭୁ
ପ୍ରଣମୁଛି ମୁଁ ତୁମ ପୟରେ
ଖୋଜୁଛି ମୁଁ ପୁର୍ଣ୍ଣ ଚିତ୍ତରେ
ତୁମ ସେବା କରିବି ମୋର ସବୁ କିଛିରେ
ମୁଁ ଏଠାରେ.......
Tume mo asraya mora drudha durgo
durddasa kalare mo sahaya
pranamuchi mu tuma payare
khojuchi mu purnna chittare
tuma seba karibi mora sabu kichire
mu ethare... mu ethare prabhu (4) -0
mo tranakarata mo arogya data
mo sakti dayaka mora prabhu
pranamuchi mu tuma payare
khojuachi mu purnna chittare
tuma seba karibi mora sabu kichire
ethare ethare .......
bottom of page