top of page
Tume ruho sathe sathe
ତୁମେ ରୁହ ସାଥେ ସାଥେ
ଏ ଜୀବନ ସାରା (ପ୍ରଭୁ)
ଭୁଲି ସବୁ ଚାଲୁ ଥିବି
ତୁମ ପଛେ ପରା ଏ ଜୀବନ ସାରା
ଦୁଃଖ ଯେବେ ଆସେ ମନେ
ଯିବି ତୁମ ସନ୍ନି ଧାନେ
ତୁମେ ଯଦି ସାନ୍ତ୍ଵନା ମୋ
ଝରିବନି ଅଶ୍ରୁଧାରା
ଏ ଜୀବନ ସାରା
ବହୁଦୂର ପଥ ମୋର
ପଥେ ଯେତେ ଅନ୍ଧାର
ତୁମେ ଯଦି ଜ୍ୟୋତି ମୋର
ହେବି ନାହିଁ ଦିଗହରା
ଏ ଜୀବନ ସାରା
bottom of page