
A mono ananda laguchi
ଏ ମନ ଆନନ୍ଦ ଲାଗୁଛି ଆନନ୍ଦ ଲାଗୁଛି
ହାଲେଲୁୟା-2
1- ଏହି ପୃଥିବୀରେ ପାପ କ୍ଷମା କରିବାକୁ,
ମନୁଷ୍ୟ ପୁତ୍ରଙ୍କ ଅଧିକାର ଅଛି-2
ମାର୍କ ଦୁଇର ଦଶ ପଦରେ -2
2- ପକ୍ଷା ଘାତିର ରୋଗ ସୁସ୍ଥ କଲେ,
ଦୟା ବହିସେ ପାପ କ୍ଷମା କଲେ-2
ଯୋହନ ପାଞ୍ଚର ଏଗାର ପଦରେ-2
3- ପାପୀନି ସ୍ତ୍ରୀର ପାପ କ୍ଷମା କଲେ,
ଦୟାବହି ସେ ଶାନ୍ତ୍ୱନା ତାଙ୍କୁ ଦେଲେ-2
ଲୁକ ସାତର ଅଠ୍ଚାଳିଶି ପଦରେ-2
4- ତୁମର ପାପ ସିନ୍ଦୁର ବର୍ଣ୍ମ ହେଲେ ହେଁ,
କ୍ଷମା କରିବାକୁ ଶକ୍ତିତାଙ୍କଠାରେ-2
ଯିଶାଇୟ ଏକର ଅଠର ପଦରେ-2
5- ଆସ ଭାଇମାନେ ତାଙ୍କ ଚରଣ ତଳେ,
ସ୍ଵୀକାର କର ତାଙ୍କ ପାଦ ତଳେ-2
ପ୍ରେମ କରି ସେ କ୍ଷମା ଦିଅନ୍ତି,
କ୍ଷମା ଦେଇ ସେ ସ୍ୱର୍ଗେ ନିଅନ୍ତି-2
A mana ananda laguchi ananda laguchi
Halleluya-2
1- Ehi pruthivire papa kshama karibaku,
Manushya putranka adhikara achhi-2
Marka dui ra dasha padare-2
2- Pakshyaa ghatira roga sushtha kale,
Daya bahise papa kshyama kale-2
Johana pancha ra egara padare-2
3- Papini stri ra papa kshama kale,
Dayabahi se shantwana tanku dele-2
Luka satar athachalishi padare-2
4- Tumara papa sindura varnma hele hei,
Kshama karibaku shaktitanthare-2
Jishaiya eka ra athar padare-2
5- Asa bhaemanee tanka charana tale,
Sweekara kara tanka pada tale-2
Prema kari se kshyama dianti,
Kshama dei se swarge niyanti-2