top of page

Aji bode sarodaro dino ho

ଆଜି ବଡେ ସାରଦାର ଦିନ ହୋ

ହାଲେଲ୍ଲୁୟା ଗାଇବାକୁ ମନ

ହାଲେଲ୍ଲୁୟା ଗାଉ ଆଶା କାଇ

ହାଲେଲ୍ଲୁୟା ଗାଇ ନାଚି କାଇ

 

ହଜି ଯାଇରେଲୁ ଆମେ ପାପର ଜଗତେ

ହୋ ଆମେ ପାପର ଜଗତେ

ଯୀଶୁ ରାଜା ଆଇଲା ଆମକେ ଉଦ୍ଧାର କରବାକେ

ହୋ ଆମକେ ଉଦ୍ଧାର କରବାକେ

ଦେଲାଇ ଆମକେ ନୂଆ ଜୀବନ

ଦେଲାଇ ଆମକେ ପରିତାରଣ

 

ଦୁଃଖର ଦିନ ଗଲା ଆଇଲା ସୁଖର ଦିନ ସତେ ସୁଖର ଦିନ

ଯିଶୁର ଗୀତ ଗାଇ ରେଲେ କାଈ ନିମାନ

ସତେ କାଈ ନିମାନ

ପକାନ ଚେଚିଲେ ନାଇ ମରନ

ଆମର ଆତ୍ମାର ନାଇ ମରନ

Aji bode sarodaro dino ho

halleluah gaibake mono

halleluah gau asa kai

halleluah gai nachi kai

 

Haji jairelu ame papor jogote

ho ame papor jogote

jisu raja aila amke udhar korbake

ho amke udhar korbake

delai amke nua jibono

delai amke poritarono

 

Dukhor din gala aila sukhoro dino sote sukhoro dino

jisur git gai rele kai nimano

sote kai nimano

pokan chechile nai morono

amoro atmaro nai morono

bottom of page