
Ame bondona korube
ଆମେ ବନ୍ଦନା କରୁବେ
ମନ ପରାଣ ଦେଇକରି
ପ୍ରେମକାରୀ ଯୀଶୁ ମାପୁରୁକେ
ସେତ ପାପ କ୍ଷମାକାରୀ
ସାରା ଧରତି ଗଠନକାରୀ
ଶାନ୍ତି ମୁକ୍ତି ଶକ୍ତି ଦେବାଏ
ଯୀଶୁ ମାପୁରୁ ସେ
ଆମେ ବନ୍ଦନା . . . .
ସାନ ବଡ ସବୁ ଯୀଶୁର ପାକେ ଆସା
ତାକେ ମାପୁରୁ ବୋଲି ଡାକା
ବାଦଲର ତଳେ ଆରିକେ ନାଇଁ
ସେଇ ଯୀଶୁମାପୁରୁ ଆକା
ସବୁର ପୂଜା ପାଇବାକେ
ଯୋଗ୍ୟ ସେବା ପାଇବାକେ
ହେତୁ କରି ସବୁମାନା ଯୀଶୁମାପୁରୁକେ
ଆମେ ବନ୍ଦନା . . . .
ସେ ଯୀଶୁ ଏ ଜଗତର ପାଇଁ
ସରଗ ଠାନୁ ଆସିରେଲା
ସରଗର ମାପୁରୁ ହୋଇକରି
ନର ଗାଗଡ ଧାରୀରେଲା
ସରଗଠାନୁ ଆସି ରେଲାଇ
ବାଉଡି ସରଗେ ଉଠି ଗାଲାଇ
ସେତାର ପାଇଁ ସବୁମାନା
ଯୀଶୁ ମାପୁମାପୁରୁକେ
ଆମେ ବନ୍ଦନା . . . .
ame bondana korube
mana parana de'ikari
premakari jisu mapuruke
seta papa khyamakari
sara dharati gothanakari
santi mukti sakti deba'e
jisu mapuru se
ame bandana. . . .
sana bada sabu jisura pake asa
take mapuru boli daka
badalar tale arike na'i
se'i jisumapuru aka
sabura puja pa'ibake
jogya seba pa'ibake
hetu kari sabumana jisumapuruke
ame bandana. . . .
se jisu e jagatara pa'i
saraga thanu asirela
saragara mapuru ho'ikari
nara gagada dharirela
saragathanu asi rela'i
ba'udi sarage uthi gala'i
setara pa'i sabumana
jisu mapumapuruke
ame bandana. . . .