top of page

Koru prosangsa jisunkaro name

କରୁ ପ୍ରଶଂସା ଯୀଶୁଙ୍କର ନାମେ

ଗାଉ ମହିମା ମହାନନ୍ଦେ ଆମେ -୨ ଥର

ବେଥଲେହିମରେ ଜନମିଲେ

ଦିନ ହିନ ବେସ ସେ ସାଜିଲେ

ହୋଶାନା .... 2 , ଜୟ ହୋଶିଆନା

ପରିତ୍ରାଣ ଦାତା ମସିହ ସେ

 

1. ଯୀଶୁ ଖ୍ରୀଷ୍ଟ ଆସି ଉଧାରର ପଥ

ଦେଖାଇ କ୍ରୁଶେ ମଲେରେ

ଆମ ହୃଦୟରେ ଯୀଶୁଙ୍କ ଜନମ

ହୋଇଛି କି ନା ଦେଖରେ

ସତ୍ୟ ଅନୁତାପ କରିବା ପାଇଁରେ

କହୁଛନ୍ତି ଯୀଶୁ ସଭିଙ୍କୁରେ

ହୋଶାନା ..... 2 , ଜୟ ହୋଶିଆନା

ପରିତ୍ରାଣ ଦାତା ମସିହ ସେ

 

2. ଆଜିରେ କମ୍ପୁଛି ଏ ଆମ ପୃଥିବୀ

କେତେ ଘଟଣା ଘଟେରେ

ଆମେ ଏଥପାଇଁ ସାବଧାନ ହୋଇ

ବଞ୍ଚିବା ଯୀଶୁ ପାଇଁରେ ....... ୨

ପାଇଛୁ ଭରସା ଯୀଶୁଙ୍କ ଜନମେ ...... ୨

ଆସ ତାଙ୍କ ଗୁଣ ଗାଇବାରେ

ହୋଶାନା ..... 2 , ଜୟ ହୋଶିଆନା

ପରିତ୍ରାଣ ଦାତା ମସିହ ସେ

କରୁ ପ୍ରସଂଶା ...............

Koru prosangsa jisunkaro name
Gaau mohima mohanonde aame (2)
Betholihimore jonomile
Dino hino beso se sajile

Hosaana .. ( 2 ), joya hosiana
Poritrano data mosiho se

1. Jisu christo aasi udharoro potho
Dekhai chruse mole re
hrudoyare jisunko jonomo
Hoichi ki na dekho re ...

Sothya anutapo koriba pain re ( 2 )
Kohuchanti jisu sobhinku re ( 2 )
Hosaana ..... ( 2 ), joya hosiana ( 2 )
Poritrano data mosiho se ( 2 )

2. Aajire kompuchi a aamo pruthibi
Kete ghotona ghote re
Aame ethi pain sabodhano hoi
Bonchiba jisu pain re ... ( 2 )
Paichu bhorosa jisunko jonome ( 2 )
Aaso tanko guno gaiba re ( 2 )
Hosaana ..... ( 2 ), joya hosiana ( 2 )
Poritrano datha mosiho se ( 2 )
Koru proshonsa ........

bottom of page