top of page

Mapru jisu dekhai dela
ମାପୃ ଯୀଶୁ ଦେଖାଇଦେଲା ସରଗର ବାଟ ହୋ ସରଗର ବାଟ ହୋ ମାପୃ ଯୀଶୁ ଦେଖାଇଦେଲା
ଧରମ ବାଟ ହୋ ଜୀବନ ବାଟ ହୋ
ଶାନ୍ତିର ବାଟ ହୋ ମୁକ୍ତିର ବାଟ ହୋ
ଆସା ମୋର ଭାଇମନ୍ ଆସା ମର୍ ଭାଇନି ମନ୍
ଯୁବେ ଆଲେ ସେ ବାଟେ
ଏ ବାଟେ ଚାଲଲେ କେତେ ବିପତ୍ତି ଆଇତେ ରେସି -2 ଥର
ଏ ବାଟେ ଚାଲଲେ କେତେ ଜଞ୍ଜାଲୋ ଅାଇତେ ରେସି -2 ଥର
ଥାକି ଫୁଣ୍ଡି ହିଣ୍ଡା ହୋ
ଯୀଶୁ ସଙ୍ଗେ ହିଣ୍ଡା ହୋ ଉଲଟି ନା ଦେଖା ହୋ -2 ଥର
କାନ୍ଦା ବୁବା ଦୁକା ସୁକା ସରଗେ ଆରି ନାଇ -2ଥର
ଭୁକୋ ନାଇ ଶୋଷ ନାଇ ମରଣ ମିଶା ନାଇ -2ଥର
ସବୁବେଳେ ସୁକ ହୋ
ନାଇ ଆରି ଦୁକୋ ହୋ ରଇବୁ ଯିଶୁର୍ ସଙ୍ଗେ -2ଥର
bottom of page