
Nachi nachi gai gai korte roibi
ନାଚି ନାଚି ଗାଇ ଗାଇ କରତେ ରଇବି
ଯୀଶୁ ତୁମର ବନ୍ଦନା
ହାଲେଲ୍ଲୁୟା ହୋଶାନା, ଯୀଶୁର ନାମେ ବନ୍ଦନା
ଦୁଇ ହାତକେ ଯୋଡି କରିବୁ ପାରତନା
ଯୀଶୁ ତୁମର ବନ୍ଦନା
ଯେବେ ମୁଇଁ ଅଦରି ରଇଲି ପାପ ଅନ୍ଧାରେ
ଦୟା କରି ଝିକି ନେଲାସ ତମର ଉଜଲେ
ରୋଗ ଦୁକା କଷ୍ଟ ମୋକେ ପାଟାଲି ରେଲା
ଯୀଶୁ ତୁମେ ମୋର କାଜେ ଜୀବନ ଦୁକାଇଲାସ
ତୁମର ପାଦେ ମୁଣ୍ଡିଆ ମାରି -2 କରିବି ପାରତନା
ଯୀଶୁ ତୁମର ବନ୍ଦନା
ମୋର ଜୀବନେ ଶାନ୍ତି ସାରଦା କାଇଟା ନା ରେଲା
ମରିଗଲେ ନରକ କୁଣ୍ଡେ ଯିବାଟା ରେଲା
ନୂଆ ଜୀବନ ମୋକେ ଦେଇ ସାରଦା କରିଲାସ
ସରଗ ପୁରେ ନେବା ପାଇଁ ଭରସା ଦେଲାସ
ତେବେ ମୁଇ ସାରଦା ମନେ -2 କଲିନି ପାରତନା
ଯୀଶୁ ତୁମର ବନ୍ଦନା
Nachi nachi gai gai korte roibi
jisu tumor bandana -2
Hallelujah Hosanna, jisur name bandana
dui hatoke jodi koribi partana
jisu tumor bandana
jebe mui adri roili papo andhare
daya kori jhiki nelas tumor ujale
rog duka kosto moke patali rela
jisu tume moro kaje jibon dukailas
tomor pade mundia mari -2 koribi partona
jisu tumor bandana
mor jiboneshanti sarda kaita na rela
mori gale norok kunde jibata rela
nua jibon moke dei sarda karilas
sarag pure neba pai bhorosa delas
tebe mui sarada mone -2 kolini partona
jisu tumor bandana