top of page

Sara jagate ekala jisu mapurura na

ସାରା ଜଗତେ ଏକଲା ଯୀଶୁ ମାପୁରୁର ନାଁ

ନର ଲୋକକେ ମୁକତି ଦେଇସି

ସବୁ ମାନା


ମଞ୍ଚପୁରେ ଆସିକରି ଗାଁ ଗାଁ କେ ବୁଲିକରି

ସରଗ୍ ପୁରର୍ ଖବର ଦେଲାୟ୍

ମନ୍ ପରିବର୍ତ୍ତନର୍ କାତା

ଧରମ୍ ଜୀବନ ଜିଇଁବା କାତା

ଲୋକମନକେ ସୁନାଇ ଦେଲାୟ୍

କାଣାକେ ଆଖି ଦେଲା ସେହି ଯୀଶୁ ନାଁ

ଛୋଟାକେ ଗୋଡ ଦେଲାୟ୍ ସେହି ଯୀଶୁ ନାଁ

ମଲା ଲୋକକେ ପରାଣ ଦେଲା ସେ ନାଁରେ

ସବୁ ମାନା


ପାଞ୍ଚ ରୁଟି ଦୁଇ ମାଛ୍ କେ

ପାଞ୍ଚ ହଜାର୍ ଲୋକ୍ ମାନକେ

ପେଟ ଭରକେ ଖୁଆଇ ଦେଲାୟ୍

ହିଣ୍ଡି ହିଣ୍ଡି ପାନି ଉପରେ

ଶିଷ୍ୟମାନର୍ ଡଙ୍ଗା ପାଖେ

ଧାପେ ଯାଇ ଖେଟି ଦେଲାୟ

ଗୁଲାକେ କାତା ଦେଲା ସେହି ଯୀଶୁ ନାଁ

କାଲାକେ ଶୁନାଇଦେଲା ସେହି ଯୀଶୁ ନାଁ

ବଡ ରୋଗିକେ ନିମାନ କଲା ସେ ନାଁରେ 

ସବୁ ମାନା

sara jagate ekala jisu mapurura na

nara lokake mukati de'isi sabu mana

 

manchapure asikari

ga ga ke bulikari

sarag purar khabara delay

man paribarttanar kata

dharam jibana ji'iba kata

lokamanake suna'i delay

kanake akhi dela sehi yisu na

chotake godo delay sehi jisu na

mala lokake parana dela se nare sabu mana


pancha ruti du'i mach ke

pancha hajar lok manake

pet bharake khu'a'i delay

hindi hindi pani upare

sisyamanar danga pakhe

dhape ja'i kheti delay

gulake kata dela sehi jisu na

kalake suna'idela sehi jisu na

bodo rogike nimano kala se nare sabu mana

bottom of page