
Tui koti koti dabu rakhi
ତୁଇ କୋଟି କୋଟି ଡାବୁ ରଖି
ନରକେ ଗଲେ କାଇ ଲାଭ
ଆଉବେ ବାବୁ ଯୀଶୁର ପାକେ
ତୁଇ ଘର ଉପରେ ଘର ବାନ୍ଧି
ନରକେ ଗଲେ କାଇ ଲାଭ
ଆଉବେ ବାବୁ ଯୀଶୁର ପାକେ
ଆଚେ ଜୀବନ ତୋର, ମୋର ଯୀଶୁର ହାତେ
ଆଚେ ସରଗପୁର, ମୋର ଯୀଶୁର ହାତେ
ତୁଇ କୋଟି କୋଟି . . . . .
ବାବୁ ଜୀବନ ତୋର, ଏଟା ଦୁଇ ଦିନର
ତୋର ଘର, ବାଡି, ଟାଙ୍କା, ସୁନା ଖରି ଖାଇସି
ରେଲେ ଯୀଶୁର ପାକେ, ଛାଡି ଦେଲେ ପାପକେ
ତୋର ଜୀବନ ତ ସବୁ ଦିନେ ସରଗେ ରଇସି
ଭୁଲିନାଇଜା କେବେ ମୋର ଯୀଶୁ ରାଜାକେ -2
ତୁଇ କେଜି କେଜି ସୁନା ରଖି
ନରକେ ଗଲେ କାଇ ଲାଭ
ଆଉବେ ବାବୁ ଯୀଶୁର ପାକେ
ତୁଇ ଗାଡି ଉପରେ ଗାଡି ଘେନି
ନରକେ ଗଲେ କାଇ ଲାଭ
ଆଉବେ ବାବୁ ଯୀଶୁର ପାକେ
ଯେନତି ଆଚେ ବଲେ ଧନ
ସେତି ଆକା ତୋର ମନ
ଯୀଶୁଲଗେ ମନ ତର ଆରି ନାଇନି
ଛାଡି ଦେବେ ଦୁନିଆ, ତୁଇ ଯୀଶୁର ଲଗେ ଆ
ତୋର ଏତେ ସୁନ୍ଦର ଜୀବନ କେ ହରାନାଇନି
ଫେରି ଆବେ ବାବୁ ଏବେ ମୋର ଯୀଶୁର ପାକେ -2
ତୁଇ କେଜି କେଜି ସୁନା ରଖି . . . . .
ତୁଇ ଗାଡି ଉପରେ ଗାଡି ଘେନି . . . .
ତୁଇ ପେଣ୍ଡା ପେଣ୍ଡା ଡାବୁ ରଖି . . . . .
ଆଚେ ଜୀବନ ତୋର, ମୋର ଯୀଶୁର ହାତେ
ଆଚେ ସରଗପୁର, ମୋର ଯୀଶୁର ହାତେ